ଆଳୁ ପନିର କବାବ

ସାମଗ୍ରୀ – ୨ଟି ସିଝା ଆଳୁ, ଏକ କପ୍‌ ପନିର, ୨ଟି କଞ୍ଚା ଲଙ୍କା (କଟା), ଏକ ଚାମଚ ଜିରା, ଅଳ୍ପ ଲଙ୍କା ଗୁଣ୍ଡ, ୨ଚାମଚ କର୍ଣ୍ଣଫ୍ଲୋର୍‌, ଏକ ଚାମଚ ଗରମ ମସଲା, ଅଳ୍ପ ପରିମାଣ ଧନିଆ ଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ । ପ୍ରଣାଳୀ- ପ୍ରଥମେ ଆଳୁ, ପନିର, ଜିରା, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, କର୍ଣ୍ଣଫ୍ଲୋର, ଗରମ ମସଲା, ଧନିଆ ଗୁଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ । ଏହାକୁ ଚକଟି କବାବ୍‌ ଆକାର ଦିଅନ୍ତୁ […]

ଆଳୁ ପନିର କବାବ
Samaya Live Picture
Published On

ସାମଗ୍ରୀ – ୨ଟି ସିଝା ଆଳୁ, ଏକ କପ୍‌ ପନିର, ୨ଟି କଞ୍ଚା ଲଙ୍କା (କଟା), ଏକ ଚାମଚ ଜିରା, ଅଳ୍ପ ଲଙ୍କା ଗୁଣ୍ଡ, ୨ଚାମଚ କର୍ଣ୍ଣଫ୍ଲୋର୍‌, ଏକ ଚାମଚ ଗରମ ମସଲା, ଅଳ୍ପ ପରିମାଣ ଧନିଆ ଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ- ପ୍ରଥମେ ଆଳୁ, ପନିର, ଜିରା, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, କର୍ଣ୍ଣଫ୍ଲୋର, ଗରମ ମସଲା, ଧନିଆ ଗୁଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ । ଏହାକୁ ଚକଟି କବାବ୍‌ ଆକାର ଦିଅନ୍ତୁ । ମିଡିଅମ୍‌ ଆଞ୍ଚରେ ତେଲ ଗରମ କରି କବାବ୍‌କୁ ଛାଣି ନିଅନ୍ତୁ । ଏହାକୁ ଚଟଣି ସହ ପରଷନ୍ତୁ । ସନ୍ଧ୍ୟାସମୟରେ ଏହା ପିଲାଙ୍କର ଖୁବ୍‌ ଭଲ ଜଳଖିଆ ହୋଇପାରିବ ।

Tags: