lifer style
ଜୀବନଚର୍ଯ୍ୟା 

କେଶକୁ ଦିଅନ୍ତୁ ପ୍ରାକୃତିକ ସୁରକ୍ଷା

କେଶକୁ ଦିଅନ୍ତୁ ପ୍ରାକୃତିକ ସୁରକ୍ଷା ବିୟୁଟି ଏକ୍ସପର୍ଟ୍ସଙ୍କ ମତରେ କେଶର କ୍ୱାଲିଟି ପାଇଁ କଣ୍ଡିସନର ବହୁତ ଜରୁରୀ । ତେଣୁ ସାମ୍ପ କରିବା ପରେ ସମସ୍ତେ କେଶରେ କଣ୍ଡିସନର୍‌ ଲଗାନ୍ତି । ହେଲେ ଏହି ଦାମିକିଆ କଣ୍ଡିସନର୍ର ପ୍ରଭାବ ମାତ୍ର ଅଳ୍ପ ସମୟ ପାଇଁ ରହିଥାଏ । ଆପଣ ବି ଯଦି ମାର୍କେଟରେ ଉପଲବ୍ଧ ବ୍ରାଣ୍ଡେଣ୍ଡ୍‌ କଣ୍ଡିସନର୍‌ କିଣି କେଶରେ ଲଗାଉଛନ୍ତି, ତାହାଲେ ସେଗୁଡ଼ିକୁ ବାଏ ବାଏ କରିବାର ସମୟ ଆସିଯାଇଛି । ଏହା ବିକଳ୍ପରେ ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ ହେୟାର […]
Read More...

Advertisement