Leopard Skin Seized In Koraput
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୬୦ ହଜାର ଟଙ୍କାରେ ବିକ୍ରି ହେଉଥିଲା ୬ ଫୁଟିଆ ବାଘର ଛାଲ, ଚାଲାଣ ପୂର୍ବରୁ ମାଡ଼ିବସିଲା ଏସଟିଏଫ
Published On
By Samaya Live
ଜୟପୁର/କୋରାପୁଟ : ବନ୍ୟପ୍ରାଣୀମାନେ ଅସୁରକ୍ଷିତ ହୋଇପଡୁଛନ୍ତି । ହାତୀ ଓ ବାଘ ଭଳି ବଳୁଆ ଜୀବଜ;ୁମାନେ ହିଂସ୍ର ମନୁଷ୍ୟ କବଳରୁ ବର୍ତ୍ତିପାରୁ ନାହାନ୍ତି । କମ୍ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଶିକାରୀମାନଙ୍କ ଟାର୍ଗେଟରେ ରହୁଛନ୍ତି ବନ୍ୟଜ;ୁ । ଏଥିରେ ହାତୀ, ବାଘ, ବଜ୍ରକାପ୍ତା ଆଦି ସାମିଲ ଅଛନ୍ତି । କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ଅଞ୍ଚଳରେ ୬୦ ହଜାର ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ହେଉଥିଲା । ଛଅ ଫୁଟିକିଆ କଲରାପତରିଆ […]

