LEGISLATIVE ASSEMBLY START FROM TODAY
ରାଜନୀତି  ଓଡ଼ିଶା 

ଆଜିଠୁ ବିଧାନସଭା ଶୀତ ଅଧିବେଶ ,ପ୍ରଥମ ଦିନରେ ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌

ଆଜିଠୁ ବିଧାନସଭା ଶୀତ ଅଧିବେଶ ,ପ୍ରଥମ ଦିନରେ ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ ଭୁବନେଶ୍ୱର : ଆଜିଠୁ ବିଧାନସଭାର ଶୀତ କାଳୀନ ଅଧିବେଶନ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ବିଧାନ ସଭାର ପ୍ରଥମ ଦିନରେ ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ । ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨ ତାରିଖରେ ବ୍ୟୟମଞ୍ଜୁରି […]
Read More...

Advertisement