Legislative Assembly of Delhi
ଦେଶ- ବିଦେଶ 

ଦିଲ୍ଲୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ତାଜଦାର ବାବରଙ୍କ ଦେହାନ୍ତ

ଦିଲ୍ଲୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ତାଜଦାର ବାବରଙ୍କ ଦେହାନ୍ତ ଦିଲ୍ଲୀ: ଅକ୍‌ଟୋବର ୨: ଦିଲ୍ଲୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତ୍ରୀ ତାଜଦାର ବାବରଙ୍କ ଆଜି ଦେହାନ୍ତ ହୋଇଛି । ସେ ଦିଲ୍ଲୀର ପୂର୍ବତନ ମେୟର ଫରହଦ୍‌ ସୁରୀଙ୍କର ମାତା ଅଟନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ତାଙ୍କ ମରଶରୀରରୁ ଅନ୍ତିମ ଦର୍ଶନ ପାଇଁ ମଧ୍ୟାହ୍ନ […]
Read More...

Advertisement