lauki raita
ଜୀବନଚର୍ଯ୍ୟା 

ଲାଉ ରାଇତା

ଲାଉ ରାଇତା ମଧୁମେହ ରୋଗୀଙ୍କ ପାଇଁ ଲାଉ ଉପକାରୀ । ହେଲେ କେତେକ ଲୋକ ଲାଉର ସ୍ୱାଦ ଓ ବାସ୍ନା ପାଇଁ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି । ସେମାନଙ୍କ ପାଇଁ ଲାଉ ରଇତା ଏକ ଭଲ ଖାଦ୍ୟ । ରାଇତାରେ ଥିବା ଦହି ଲାଉର ବାସ୍ନା ଓ ସ୍ୱାଦକୁ କାଟିଥାଏ । ଏହା ଦେହକୁî ହିତ ସହିତ ପାଟି ଖୁବ୍‌ ସ୍ୱାଦ ଲାଗିଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ.. ସାମଗ୍ରୀ : ୫୦୦ ଗ୍ରାମ ଦହି, […]
Read More...

Advertisement