ଘରର ଏହି ସ୍ଥାନରେ ରଖନ୍ତୁ ଲାଫିଙ୍ଗ ବୁଦ୍ଧ
ସମୟ ଲାଇଭ୍,୧/୧୧: ଚିନରେ ଲାଫିଙ୍ଗ ବୁଦ୍ଧଙ୍କୁ ଶୁଭ ,ଧନ ଏବଂ ସମୃଦ୍ଧି ର ପ୍ରତୀକ ଭାବରେ ମାହ୍ନିଥାନ୍ତି। ଏହି ପ୍ରତୀକର ଚାହିଦା ଭାରତରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଘରେ ଲାଫିଙ୍ଗ ବୁଦ୍ଧଙ୍କୁ ରଖିବା ଶୁଭଦାୟକ ମାନି ଭାରତୀୟମାନେ ମଧ୍ୟ ଘରେ ଏହି ପ୍ରତିମୂର୍ତ୍ତିକୁ ରଖିଥାନ୍ତି। ତେବେ ଏହାକୁ ରଖିବା ପାଇଁ ହେଲେ ରଖିବାର ଦିଗ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ। ଚିନର ବାସ୍ତୁ ସାସ୍ତ୍ର ଫେଙ୍ଗସୁଇ ଅନୁସାରେ କେଉଁ ଦିଗରେ ରଖିବେ ଲାଫିଙ୍ଗ ବୁଦ୍ଧ […]
ସମୟ ଲାଇଭ୍,୧/୧୧: ଚିନରେ ଲାଫିଙ୍ଗ ବୁଦ୍ଧଙ୍କୁ ଶୁଭ ,ଧନ ଏବଂ ସମୃଦ୍ଧି ର ପ୍ରତୀକ ଭାବରେ ମାହ୍ନିଥାନ୍ତି। ଏହି ପ୍ରତୀକର ଚାହିଦା ଭାରତରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଘରେ ଲାଫିଙ୍ଗ ବୁଦ୍ଧଙ୍କୁ ରଖିବା ଶୁଭଦାୟକ ମାନି ଭାରତୀୟମାନେ ମଧ୍ୟ ଘରେ ଏହି ପ୍ରତିମୂର୍ତ୍ତିକୁ ରଖିଥାନ୍ତି। ତେବେ ଏହାକୁ ରଖିବା ପାଇଁ ହେଲେ ରଖିବାର ଦିଗ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ। ଚିନର ବାସ୍ତୁ ସାସ୍ତ୍ର ଫେଙ୍ଗସୁଇ ଅନୁସାରେ କେଉଁ ଦିଗରେ ରଖିବେ ଲାଫିଙ୍ଗ ବୁଦ୍ଧ ଯାହା ଆପଣଙ୍କ ପାଇଁ ହୋଇପାରେ ଲାଭଦାୟକ। 
ଭାରତରେ ପୂର୍ବଦିଗକୁ ଭାଗ୍ୟ ଏବଂ ସମ୍ପନ୍ନତାର ପ୍ରତୀକ ଭାବରେ ମାନିଥାନ୍ତି। ସେହିପରି ଚିନରେ ମଧ୍ୟ ଏହିଦିଗକୁ ଶୁଭଦାୟକ ମନାଯାଇଥାଏ। ଯଦି ଆପଣ ନିଜ ପରିବାର ମଧ୍ୟରେ ପ୍ରେମ, ତାଳମେଳ ରଖିବାପାଇଁ ଚାହୁଁଛନ୍ତି ତେବେ ଲାଫିଙ୍ଗ ବୁଦ୍ଧଙ୍କୁ ପୂର୍ବ ଦିଗରେ ରଖନ୍ତୁ।
ଧନ ଲାଭ କରିବା ପାଇଁ ଚାହୁଁଛନ୍ତି ଯଦି ଲାଫିଙ୍ଗ ବୁଦ୍ଧଙ୍କୁଦକ୍ଷିଣପୂର୍ବ ଦିଗରେ ରଖନ୍ତୁ। ଏହା ଫଳରେ ଆପଣଙ୍କ ପରିବାରରେ ଧନ ଲାଭ ହେବାସହ ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।
ଏତତ୍ବ୍ୟତୀତ ଆପଣ ଲାଫିଙ୍ଗ ବୁଦ୍ଧଙ୍କୁ ଆପଣଙ୍କ ନଜରରେ ପଡୁଥିବା ସ୍ଥାନରେ କିମ୍ବା ଘରର ପ୍ରବେଶ ପଥରେ ରଖିପାରିବେ ଯାହାରି ଫଳରେ ଆପଣଙ୍କ ଘର ମଧ୍ୟରେ ସୁଖ, ଶାନ୍ତି, ସମୃଦ୍ଧି ହୋଇଥାଏ।
ଭୁଲରେ ବି ଆପଣ ରୋଷେଇ ଘର କିମ୍ବା ବାଥ୍ରୁମ ପାଖରେ ରଖନ୍ତୁ ନାହିଁ ଲାଫିଙ୍ଗ ବୁଦ୍ଧ। ଏହା ଦ୍ୱାରା ଆପଣଙ୍କ ଘର ଉପରେ ଏହାର କୁପ୍ରଭାବ ପଡିଥାଏ।
Tags:




