latest weather news
ଓଡ଼ିଶା  ପାଣିପାଗ 

ମଉଳିପାରେ କୁମାରପୂର୍ଣ୍ଣିମା ଉତ୍ସବ, ଆସନ୍ତା କାଲି ପ୍ରବଳ ବର୍ଷିବ

ମଉଳିପାରେ କୁମାରପୂର୍ଣ୍ଣିମା ଉତ୍ସବ, ଆସନ୍ତା କାଲି ପ୍ରବଳ ବର୍ଷିବ ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିପାରୁ, ଦୁର୍ଗାପୂଜା ଏତେ ଜାମାଣିଆ ହୋଇପାରିନଥିଲା । ତେବେ ଆଗକୁ ଆସୁଥିବା କୁମାରପୂର୍ଣ୍ଣିମାରେ ମଧ୍ୟ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆସନ୍ତା ୯ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,ଗଞ୍ଜାମ […]
Read More...
ଓଡ଼ିଶା 

୧୧ରେ ଲଘୁଚାପ: ଫିକା ପଡ଼ିପାରେ ଗଣେଶ ପୂଜା

୧୧ରେ ଲଘୁଚାପ: ଫିକା ପଡ଼ିପାରେ ଗଣେଶ ପୂଜା ଭୁବନେଶ୍ୱର: ସେପ୍‌ଟେମ୍ବର ୭: ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୧ରେ ଏକ ଲପୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନ ମିଳିଛି । ଅନ୍ୟପକ୍ଷେ େୱଲମାାର୍କ ଲୋ ପ୍ରେସରରୁ ଆଉ ଏକ ଲପୁଚାପ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢ଼େଉ ଆସିବା ସହିତ ସମୁଦ୍ର ଅଶାନ୍ତ ରହିବ । ଏଣୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ […]
Read More...

Advertisement