latest odis news
ଓଡ଼ିଶା 

ପାର୍ବଣ କଟକଣା ବଢ଼ିଲା: ଟୁଇନ୍‌ ସିଟିରେ ଲାଗିଲା ନାଇଟ୍‌ କର୍ଫୁ୍ୟ, ଏଥର ଫୁଟିବନି ବାଣ

ପାର୍ବଣ କଟକଣା ବଢ଼ିଲା: ଟୁଇନ୍‌ ସିଟିରେ ଲାଗିଲା ନାଇଟ୍‌ କର୍ଫୁ୍ୟ, ଏଥର ଫୁଟିବନି ବାଣ ଭୁବନେଶ୍ୱର : ଅକ୍‌ଟୋବର ୧: ରାଜ୍ୟରେ କଡ଼ାକଡ଼ି ହୋଇଛି ପାର୍ବଣ ଗାଇଡଲାଇନ୍‌ । ଅକ୍‌ଟୋବର ମାସରେ ଏକାଧିକ ପର୍ବ ପଡ଼ୁଥିବାରୁ ପାର୍ବଣ କଟକଣାକୁ କଠୋର କରିଛନ୍ତି ରାଜ୍ୟ ସରକାର । ଟୁଇନ୍‌ ସିଟି ଅକ୍‌ଟୋବର ୧୧ରୁ ୨୦ ତାରିଖ ଅର୍ଥାତ୍‌ ୧୦ ଦିନ ଯାଏଁ ନାଇଟ୍‌ କର୍ଫୁ୍ୟ ଜାରି ହେବ । ଏହି ସମୟରେ ମଧ୍ୟରେ ଭୁବନଶ୍ୱର-କଟକ ସହରର ରାତ୍ରି ୮ଟାରୁ ସକାଳ ୫ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସେହିପରି ରାଜ୍ୟର ଅନ୍ୟ ସହରାଞ୍ଚଳରେ […]
Read More...

Advertisement