latest news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସାବିତ୍ରୀରେ ବନ୍ଦ ରହିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ
Published On
By Samaya Live
ଭୁବନେଶ୍ୱର : ମେ ୨୦: ଚଳିତ ମାସ ୩୦ରେ ପଡ଼ୁଛି ସାବିତ୍ରୀ ଅମାବାସ୍ୟା । ଏଥିପାଇଁ ଲାଗି ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ/ବେସରକାରୀ ଡିଗ୍ରି କଲେଜ, ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିବା ସୂଚନା ରିହିଛି ।
ଟୁଇଟର୍ ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବ ଅର୍ଥ: ଏଲନ୍ ମୁସ୍କ
Published On
By Samaya Live
ଦିଲ୍ଲୀ: ମେ ୦୪: ସୋସିଆଲ ମିଡିଆ ଟୁଇଟର୍ କିଣିଲା ପରେ ଏଲନ୍ ମୁସ୍କଙ୍କ ଚର୍ଚ୍ଚା ଏବେ ଜୋର୍ ଧରିଛି । ଏହାରି ମଧ୍ୟରେ ମୁସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଟୁଇଟର୍ ବ୍ୟବହାରକାରୀଙ୍କୁ ଅର୍ଥ ଦେବାକୁ ପଡ଼ିବ ବୋଲି ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ତାଙ୍କ କହିଛନ୍ତି ଯେ, କାଜୁଆଲ୍ ବା ସାଧାରଣ ଭାବେ ଟୁଇଟର୍ ବ୍ୟବହାର କଲେ ଅର୍ଥ ଦେବାକୁ ପଡ଼ିବ ନାହିଁ । କେବଳ କମର୍ସିଆଲ୍ ଏବଂ ସରକାରୀ […]
ଡେଙ୍ଗୁ ଆତଙ୍କ: ଗଉଡଲେଲିବାଡି ଗ୍ରାମରେ ୩ଦିନରେ ୨ ମୃତ
Published On
By Samaya Live
ରାୟଗଡା,ସେପ୍ଟେମ୍ବର ୨୦: ରାୟଗଡା ଜିଲା କୋଲନରା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅନ୍ତର୍ଗତ ଗଉଡଲେଲିବାଡି ଗ୍ରାମରେ ଏବେ ଡେଙ୍ଗୁ ଆତଙ୍କ । ଘରେ ଘରେ ଲୋକେ ଖଟିଆରେ ପଡି ଜ୍ୱରରେ ଶଢ଼ୁଛନ୍ତି । ଗୋଟିଏ ଗୋଟିଏ ସାହିକୁ କବଜା କରିନେଉଛି ଡେଙ୍ଗୁ । ରକ୍ତ ନମୁନାରୁ ଗୋଟିଏ ସାହିର ୭ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି । ଗତ ୩ଦିନ ଭିତରେ ୨ଜଣଙ୍କ ମୃତୁ୍ୟ ପରେ ଲୋକେ ଭୟଭୀତ ହୋଇ ଦିନ କାଟୁଛନ୍ତି । ଆଉ ଚିକିତ୍ସା ସେମାନଙ୍କ […]
ଇତିହାସ କଲା ‘ସ୍ପେସ୍ ଏକ୍ସ’ ଯାନ: ମହାକାଶ ଯାତ୍ରା କଲେ ୪ଜଣ ସାଧାରଣ ନାଗରିକ
Published On
By Samaya Live
ଆମେରିକା: ସେପ୍ଟେମ୍ବର ୨୦: ପ୍ରଥମ ଥର ପାଇଁ ୪ଜଣ ସାଧାରଣ ନାଗରିକ ମହାକାଶ ଯାତ୍ରା କରିଛନ୍ତି । ସେମାନେ ‘ସ୍ପେସ୍ ଏକ୍ସ’ ଯାନ ମଧ୍ୟରେ ମହାକାଶରେ ତିନି ଦିନ ବିତାଇ ଇତିହାସ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ କେବଳ ବୈଜ୍ଞନିକ ଓ ମହାକାଶ ଗବେଷକମାନେ ମହାକାଶରେ ଦିନ ବିତାଇଥିଲେ । ସାରାଦୁନିଆରେ ଏ ହେଉଛି ପ୍ରଥମ ଘଟଣା । Crew of @Inspiration4x – first all-civilian human spaceflight to orbit – returns to […]
ସଂସଦ ଟିଭି ଶୁଭାରମ୍ଭ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୬: ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିରଳା ମିଳିତ ଭାବେ ଗତକାଲି ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି । ଏକ ଚ୍ୟାଲେନ୍ ସହିତ ସଂସଦ ସଂଶ୍ଳିଷ୍ଟ ହୋଇଥିବା ଘଟଣାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ସମୟ ସହିତ ତାଳ ଦେଇ, ବିଶେଷ କରି ଏକବିଂଶ ଶତାବ୍ଦୀରେ ଯେତେବେଳେ ଆଲୋଚନା ଏବଂ ଯୋଗାଯୋଗ ମାଧ୍ୟମରେ […]
୨୪ ଘଣ୍ଟାରେ ଦେଶରେ ୩୧, ୨୨୨ କରୋନା ସଂକ୍ରମିତ ଓ ୪୨, ୯୪୨ ସୁସ୍ଥ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୨୨୨ ରହିଥିଲା ବେଳେ ୪୨, ୯୪୨ ସୁସ୍ଥ ହୋଇଛନ୍ତି । ଆଶ୍ୱସ୍ତିକର ଖବର ଯେ, ଆଜି ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୨ ହଜାର ୮୬୪ ରହିଛି । ସେହିପରି ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି । […]

