latest national news
ଦେଶ- ବିଦେଶ 

ଏକେ-୪୭ ରାଇଫଲ ଓ ଗ୍ରେନେଡ ସହ ପାକିସ୍ତାନ ଆତଙ୍କବାଦୀ ଗିରଫ: ନବରାତ୍ରୀରେ କରିଥାନ୍ତେ ବିସ୍ପୋରଣ

ଏକେ-୪୭ ରାଇଫଲ ଓ ଗ୍ରେନେଡ ସହ ପାକିସ୍ତାନ ଆତଙ୍କବାଦୀ ଗିରଫ: ନବରାତ୍ରୀରେ କରିଥାନ୍ତେ ବିସ୍ପୋରଣ ଦିଲ୍ଲୀ: ଅକ୍‌ଟୋବର ୧୨: ଆଜି ଦିଲ୍ଲୀରୁ ପୋଲିସ ଦୁଇ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକେ-୪୭ ରାଇଫଲ, ଗ୍ରିନେଡ୍‌, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଦୁଇ ଆତଙ୍କବାଦୀ ନବରାତ୍ରୀରେ ବିସ୍ପୋରଣ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଏହାସହ ରାଜଧାନୀବାସୀ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି । ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀ […]
Read More...
ଦେଶ- ବିଦେଶ 

ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେଲେ: ସେନା ପ୍ରମୁଖ ଏମ୍‌ଏମ୍‌ ନରୱାଣେ

ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେଲେ: ସେନା ପ୍ରମୁଖ ଏମ୍‌ଏମ୍‌ ନରୱାଣେ ଦିଲ୍ଲୀ : ଅକ୍‌ଟୋବର ୨: ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱାଣେ ଗତକାଲିଠାରୁ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି । ସେଠାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହିତ ସମସ୍ୟାର ସମଧାନ କରିବେ ବୋଲି ଖବର ରହିଛି । ତେବେ ଏହାରି ଭିତରେ ଆଜି ସ୍ଥଳସେନା ମୁଖ୍ୟ ଚୀନ୍‌ ସୀମାରେ ସ୍ଥିତି ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଚୀନ୍‌ ସେନା ଏବେ ନିଜ ସୀମାରେ ଅନେକ ନିର୍ମାଣ କାର୍ଯ୍ୟ […]
Read More...
ଦେଶ- ବିଦେଶ 

ପାର୍ବଣରେ ସତର୍କ ରୁହନ୍ତୁ: ସ୍ୱରାଷ୍ଟ୍ର ସଚିବ

ପାର୍ବଣରେ ସତର୍କ ରୁହନ୍ତୁ: ସ୍ୱରାଷ୍ଟ୍ର ସଚିବ ଦିଲ୍ଲୀ: ସେପ୍‌ଟେମ୍ବର ୨୯: ଆସନ୍ତା ମାସ ଅକ୍‌ଟୋବର ହେଉଛି ପାର୍ବଣ ମାସ । ଏହି ମାସରେ ଦୂର୍ଗା ପୂଜା ଏବଂ କରକ ଚତୁର୍ଥୀ(କରବା ଚୌଥ) ଭଳି ମୁଖ୍ୟ ହିନ୍ଦୁ ପର୍ବମାନ ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପକ୍ଷରୁ ଅକ୍‌ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନୂଆ କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଲାଭା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି […]
Read More...

Advertisement