latest big boss news
ମନୋରଞ୍ଜନ 

ବିଗ୍‌ ବସ୍‌ ଅଫରକୁ ‘ନା’

ବିଗ୍‌ ବସ୍‌ ଅଫରକୁ ‘ନା’ ମୁମ୍ବାଇ: ପପୁଲାର ରିୟାଲିଟି ଶୋ ବିଗ୍‌ ବସ୍‌-୧୫ ଅକେଫାବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ସିଜିନରେ ତେଜସ୍ୱୀ ପ୍ରକାଶ, ପ୍ରତୀକ ସହଜପାଲ, ଶମିତା ସେଟ୍ଟୀ, ନିଶାନ୍ତ ଭଟ୍ଟ, ଡୋନଲ, ଉମର ରିୟାଜ, କରନ କୁନ୍ଦ୍ରା, ଈଶାନ ସହଗଲ ଏବଂ ସିମ୍ବା ନାଗପାଲ ଅଂଶଗ୍ରହଣ କରିବେ । ହେଲେ ଗତ କିଛି ଦିନ ଧରି ଖବର ସାମ୍ନାକୁ ଆସୁଥିଲା ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବିଗ୍‌ ବସ୍‌ରେ ନଜର ଆସିପାରନ୍ତି । ରିୟାଙ୍କୁ ପ୍ରତି […]
Read More...

Advertisement