last day of campaigning
ରାଜନୀତି  ଦେଶ- ବିଦେଶ 

ଆଜି ୟୁପି ନିର୍ବାଚନ ପ୍ରଚାରର ଶେଷ ଦିନ

ଆଜି ୟୁପି ନିର୍ବାଚନ ପ୍ରଚାରର ଶେଷ ଦିନ ୟୁପି: ମାର୍ଚ୍ଚ ୦୫: ୭ ତାରିଖରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ ଜୋରସୋରରେ ପ୍ରଚାର କରି ଜନମତକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟାରେ ପ୍ରମୁଖ ରାଜନୈତିକ ଦଳ ଓ ନେତା । ଆଜି ୯ଟି ଜିଲ୍ଲାର ୫୪ଟି ଆସନ ପାଇଁ ହେବ ଭୋଟ ଗ୍ରହଣ । ଆଜମଗଡ, ଗାଜିପୁର, ବାରଣାସୀ, ମିର୍ଜାପୁର, ସୋନଭଦ୍ରା ଭଳି ପ୍ରମୁଖ ଜିଲ୍ଲାରେ ହେବ ମତଦାନ […]
Read More...

Advertisement