landslide in Laxmidunguri hills
ଜିଲ୍ଲା 

ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂÕଳନ, ଯାତାୟାତ ଠପ୍‌

ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂÕଳନ, ଯାତାୟାତ ଠପ୍‌ ସମ୍ବଲପୁର : ଲଗାଣ ବର୍ଷା ଯୋଗୁ ସମ୍ବଲପୁର-ବୁର୍ଲା ରାସ୍ତାର ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂÕଳନ ହୋଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ହେଲେ ପାହାଡ଼ରୁ ପଥର ଖଣ୍ଡଗୁଡ଼ିକ ରାସ୍ତାରେ ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମହାନଦୀ ବ୍ରିଜ ନିକଟରୁ ବ୍ୟାରିକେଟ କରାଯାଇ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍କୁ ବନ୍ଦ କରି ଦିଆଯାଇଛି । ବର୍ଷା ଲାଗି ରହିଥିବାରୁ କୌଣସି ମୁହୂର୍ତ୍ତରେ ମଧ୍ୟ ପୁଣି ଥରେ ଭୂÕଳନ […]
Read More...

Advertisement