landslide in india
ଦେଶ- ବିଦେଶ 

ହିମାଚଳରେ ଭୂଖଳନ ୧୦ରୁ ଉର୍ଦ୍ଧ୍ୱ ମୃତ, ୨୦ ନିଖୋଜ

ହିମାଚଳରେ ଭୂଖଳନ ୧୦ରୁ ଉର୍ଦ୍ଧ୍ୱ ମୃତ, ୨୦ ନିଖୋଜ ଭୁବନେଶ୍ୱର, ଅଗଷ୍ଟ ୧୨: ହିମାଚଳର କିନ୍ନୌର ଜିଲ୍ଲାରେ ଗତକାଲି ଏକ ବଡ଼ ଧରଣର ଭୂଖଳ ଘଟିଛି । ଏଥିରେ ୧୦ରୁ ଉର୍ଦ୍ଧ୍ୱ ପ୍ରାଣ ହରାଇଥିବା ବେଳେ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଭୂଖଳନ ଯୋଗୁଁ ୫୦୦ ମିଟର ଗଭୀର ଘାଟିରେ ପଡ଼ିଥିବା ବସ୍‌ର ଭଗ୍ନାଶେଷ ଉଦ୍ଧାର କରାଯାଇଛି । ସେହିପରି ୨୦୦ ମିଟର ଗଭୀର ମାଟି ତଳେ ଦବିଯାଇଥିବା ପ୍ରାୟ ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏବେ ସେଠାରେ ଉଦ୍ଧାର […]
Read More...

Advertisement