Lakinath Kirsani
ଜିଲ୍ଲା 

ଆଗ୍ରାରେ ଚମକିଲେ ବଣ୍ଡା ଆଦିମ ଜନଜାତିର ପୁଅ

ଆଗ୍ରାରେ ଚମକିଲେ ବଣ୍ଡା ଆଦିମ ଜନଜାତିର ପୁଅ ମାଲକାନଗିରି : ଆଗ୍ରାରେ ଚମକିଲେ ମାଲକାନଗିରି ବଣ୍ଡା ଆଦିମ ଜନଜାତିର ପୁଅ । ଆକାଶ ମାର୍ଗରେ ଦେଖାଇଲେ ପାରଦର୍ଶିତା । ୧,୨୦୦ ଫୁଟ୍‌ ଉପରୁ ଯୁଦ୍ଧ ବିମାନରୁ ପାରା ଗ୍ଲାଇଡିଂ କରି ଓଡ଼ିଶା ତଥା ମାଲକାନଗିରି ପାଇଁ ଗୌରବ ଆଣିଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଲକିନାଥ କିରସାନି । ଆଗକୁ ସେ ସେନା ଯୋଗଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନୀ । […]
Read More...

Advertisement