laccha badam song
ମନୋରଞ୍ଜନ 

ଦୁର୍ଘଟଣାର ଶିକାର ହେଲେ ଭୁବନ ବାଦ୍ୟକର

ଦୁର୍ଘଟଣାର ଶିକାର ହେଲେ ଭୁବନ ବାଦ୍ୟକର ମୁମ୍ବାଇ: ମାର୍ଚ୍ଚ ୦୨: ଦୁର୍ଘଟଣାଗସ୍ତ ହେଲେ ’କଚା ବାଦାମ’ ଗୀତିକାର ଭୁବନ ବାଦ୍ୟକର। ପଶ୍ଚିମବଙ୍ଗର ବୀରଭୂମରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି। ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଛାତିରେ ଗଭୀର ଆଘାତ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ ଭୁବନ ବାଦ୍ୟକର ଏକ ସେକେଣ୍ଡ ହ୍ୟାଣ୍ଡ୍ କାର୍ କିଣିଥିଲେ । ସେହି କାରରେ ଡାଇଭିଂ ଶିଖିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ […]
Read More...

Advertisement