Kyiv says residents coerced
ବିଶ୍ବ 

ୟୁକ୍ରେନର ୪ ପ୍ରଦେଶରେ ଋଷ ଆରମ୍ଭ କଲା ଭୋଟିଂ

ୟୁକ୍ରେନର ୪ ପ୍ରଦେଶରେ ଋଷ ଆରମ୍ଭ କଲା ଭୋଟିଂ ମସ୍କୋ: ଯୁଦ୍ଧ କରି କବଜା କରିଥିବା ୟୁକ୍ରେନର ୪ ଟି ପ୍ରଦେଶରେ ଶୁକ୍ରବାର ଋଷ ଭୋଟିଂ ଆରମ୍ଭ କରିଛି । ଋଷ ସହ ମିଶିବା ପାଇଁ ୟୁକ୍ରେନର ଲୁହାନସ୍କ, ଡୋନଟସ୍କ, ଖେରସନ ଏବଂ ଜାପୋରଝିଆ ପ୍ରଦେଶରେ ଭୋଟିଂ କରାଯାଇଛି । ଏହି ୪ ଟି ପ୍ରଦେଶରେ ଥିବା ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନେଇ ଋଷ ଏଭଳି ଭୋଟିଂ ଆରମ୍ଭ କରିଛି । ହେଲେ ୟୁକ୍ରେନ କହିଛି, ଏହି ୪ ଅଞ୍ଚଳରବାସୀନ୍ଦାଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କରାଯାଉଛି । […]
Read More...

Advertisement