Kupwara
ଦେଶ- ବିଦେଶ 

୨୪ ଘଣ୍ଟାରେ ୩ଟି ପୃଥକ୍‌ ସ୍ଥାନରେ ଏନ୍‌କାଉଣ୍ଟ: ୭ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୩ଟି ପୃଥକ୍‌ ସ୍ଥାନରେ ଏନ୍‌କାଉଣ୍ଟ: ୭ ଆତଙ୍କବାଦୀ ନିହତ ଶ୍ରୀନଗର: ଜୁନ୍‌ ୨୦: ଆଜି ସେନା ଓ ଜମ୍ମୁ ଓ କଶ୍ମୀର ପୋଲିସଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ଆତଙ୍କବାଦୀ ନିରୋଧୀ ଅଭିଯାନ କରାଯାଇଛି । ଗତ ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ କଶ୍ମୀରର କୁପ୍‌ୱାରା, କୁଲ୍‌ଗାମ ଏବଂ ପୁଲ୍‌ୱାମା ଜିଲ୍ଲାରେ ୩ଟି ପୃଥକ୍‌ ସ୍ଥାନରେ ଏନ୍‌କାଉଣ୍ଟର କରାଯାଇଛି । ଏଥିରେ ୪ଜଣ ପାକିସ୍ତନୀଙ୍କ ସମେତ ୭ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ୭ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୫ଜଣ ‘ଏଲ୍‌ଇଟି’ ସହିତ […]
Read More...

Advertisement