koraput public and police fight
ଜିଲ୍ଲା  ଅପରାଧ 

ପୁଣି ଘନେଇଲା ଖଡିମାଟି ବିବାଦ

ପୁଣି ଘନେଇଲା ଖଡିମାଟି ବିବାଦ କୋରାପୁଟ: ମଇ ୧୭: ପୁଣି ତେଜିଥିବା ଖଡ଼ି ମାଟି ବିବାଦରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ । ପୋଲିସ୍‌ ଜେସିବି ଓ ଟ୍ରକ ଉଦ୍ଧାର ପାଇଁ ଯାଇଥିବା ବେଳେ ଦେଖାଦେଲା ଉତ୍ତେଜନା । ଲମତାପୁଟ ପରଜାଖୁଡୁବି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଜେସିବି ଓ ଟ୍ରକ୍‌ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଅତିରିକ୍ତ ଏସପି, ନନ୍ଦପୁର ଏସଡିପିଓଙ୍କ ସହ ୫ ପ୍ଲାଟୁନ୍‌ ପୋଲିସକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଖାଲି […]
Read More...

Advertisement