Koraput Headline
ଜିଲ୍ଲା 

୬୦ ହଜାର ଟଙ୍କାରେ ବିକ୍ରି ହେଉଥିଲା ୬ ଫୁଟିଆ ବାଘର ଛାଲ, ଚାଲାଣ ପୂର୍ବରୁ ମାଡ଼ିବସିଲା ଏସଟିଏଫ

୬୦ ହଜାର ଟଙ୍କାରେ ବିକ୍ରି ହେଉଥିଲା ୬ ଫୁଟିଆ ବାଘର ଛାଲ, ଚାଲାଣ ପୂର୍ବରୁ ମାଡ଼ିବସିଲା ଏସଟିଏଫ ଜୟପୁର/କୋରାପୁଟ : ବନ୍ୟପ୍ରାଣୀମାନେ ଅସୁରକ୍ଷିତ ହୋଇପଡୁଛନ୍ତି । ହାତୀ ଓ ବାଘ ଭଳି ବଳୁଆ ଜୀବଜ;ୁମାନେ ହିଂସ୍ର ମନୁଷ୍ୟ କବଳରୁ ବର୍ତ୍ତିପାରୁ ନାହାନ୍ତି । କମ୍‌ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଶିକାରୀମାନଙ୍କ ଟାର୍ଗେଟରେ ରହୁଛନ୍ତି ବନ୍ୟଜ;ୁ । ଏଥିରେ ହାତୀ, ବାଘ, ବଜ୍ରକାପ୍ତା ଆଦି ସାମିଲ ଅଛନ୍ତି । କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ଅଞ୍ଚଳରେ ୬୦ ହଜାର ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିଲା । ଛଅ ଫୁଟିକିଆ କଲରାପତରିଆ […]
Read More...
ଜିଲ୍ଲା 

ରୋହିଙ୍ଗିଆ ଓ ବାଂଲାଦେଶିମାନଙ୍କୁ ଚିହ୍ନଟ କରିବା ଦାବି ଜୋର ଧରିଲା

ରୋହିଙ୍ଗିଆ ଓ ବାଂଲାଦେଶିମାନଙ୍କୁ ଚିହ୍ନଟ କରିବା ଦାବି ଜୋର ଧରିଲା ଜୟପୁର : ରାଜ୍ୟରେ ବାଂଲାଦେଶିର ମୁସଲମାନ ଓ ରୋହିଙ୍ଗିଆ ଲୋକ ବଢ଼ିଥିବା ଦାବି ହେଉଛି । ସେମାନେ ନିଜ ଦେଶକୁ ଛାଡ଼ି ଓଡ଼ିଶାକୁ ଲୁଚିଛପି ଆସି ରହୁଥିବା ଅନେକ ସମୟରେ ନଜର ଆସୁଛି । ସେହି ରୋହିଙ୍ଗିଆ ଓ ବାଂଲାଦେଶି ମୁସଲମାନମାନଙ୍କୁ ଚିହ୍ନଟ କରିବା ଦାବି କରି ଗତକାଲି କୋରାପୁଟ ଜିଲ୍ଲା ହିନ୍ଦୁ ସମାଜ ଏକ ବିଶାଳ ସମାବେଶ କରିଥିଲା । ଉକ୍ତ ସମାବେଶ ସ୍ଥାନୀୟ ରାଜନଗର ଛକ ନିକଟରୁ ବାହାରି ଟ୍ରାଫିକ ଛକ ନିକଟରେ ପହଁଞ୍ଚିଥିଲା […]
Read More...

Advertisement