koraput flight
ଜିଲ୍ଲା  ଓଡ଼ିଶା 

କୋରାପୁଟରୁ ଜୁନ୍‌ ପହିଲାରୁ ଉଡାଣ ଭରିବ ବିମାନ

କୋରାପୁଟରୁ ଜୁନ୍‌ ପହିଲାରୁ ଉଡାଣ ଭରିବ ବିମାନ କୋରାପୁଟ: ଅପ୍ରେଲ ୨୭: ଜୟପୁରରୁ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଉଡ଼ିବ ବିମାନ । ଜୁନ୍‌ ପହିଲାରୁ ଆରମ୍ଭ ହେବ ଉଡାଣ । ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ବିମାନ ଯାତ୍ରା କରିବ । ତେବେ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଯାତ୍ରୀଙ୍କୁ ରିହାତି ଦରରେ ସେବା ଯୋଗାଇ ଦିଆଯିବ । କୋରାପୁଟ ଗସ୍ତରେ ଆସି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ । ଏଥିସହ କୋରାପୁଟର ନନ୍ଦପୁର […]
Read More...

Advertisement