Konarka express
ଓଡ଼ିଶା 

ରାଜଧାନୀରୁ ଜବତ ହେଲା ୧୨ କୋଟି ଟଙ୍କାର ସୁନା: ୪ ଗିରଫ

ରାଜଧାନୀରୁ ଜବତ ହେଲା ୧୨ କୋଟି ଟଙ୍କାର ସୁନା: ୪ ଗିରଫ ଭୁବନେଶ୍ୱର: ମାର୍ଚ୍ଚ ୦୨: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ ହୋଇଛି । ଏଥିସହିତ ଲିଙ୍କ୍‌ ୪ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୪ଜଣ ଅଭିଯୁକ୍ତି ୩୨ କେଜି ସୁନା ନେଇ ଯାଉଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଜିଆରପି ପୋଲିସ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରିଥିଲେ । ଏହାପରେ ସେମାନଙ୍କଠାରୁ ୩୨ କେଜିର ସୁନା ଅଳଙ୍କାର ଜବତ ହୋଇଥିଲା । ଯାହାର ମୂଲ୍ୟ […]
Read More...

Advertisement