Konark
ଓଡ଼ିଶା 

ଆସନ୍ତା ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ମନା

ଆସନ୍ତା ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ମନା କୋଣାର୍କ: ଜାନୁଆରୀ ୨୮: ଆସନ୍ତା ଫ୍ରେବୃଆରୀ ୭ ରେ ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି । ଭୋରରୁ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ପହିଲି ସୂର୍ଯ୍ୟ ଦର୍ଶନ କରିଥାନ୍ତି । ଗତ ବର୍ଷ ପରି ଏବର୍ଷରେ ମଧ୍ୟକରୋନା ବ୍ୟାପିବା ଆଶଙ୍କାରେ ପ୍ରସିଦ୍ଧ ମାଘମେଳାରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ମନା କରାଯାଇଛି । ଏନେଇ ଆଜି ସ୍ଥାନୀୟ ଯାତ୍ରୀ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଅତିରିକ୍ତ ଜିଲ୍ଲାପାଳ, […]
Read More...
ଓଡ଼ିଶା 

କୋଣ।ର୍କ ଅବଧୁତ ମଠରୁ ଗଡ଼ିଲ। ସୂର୍ଯ୍ୟରଥ

କୋଣ।ର୍କ ଅବଧୁତ ମଠରୁ ଗଡ଼ିଲ। ସୂର୍ଯ୍ୟରଥ ପୁରୀ: ଜାନୁଆରୀ ୧୨: କୋଣ।ର୍କ ଅବଧୁତ ମଠରୁ ଗଡ଼ିଲ। ସୂର୍ଯ୍ୟରଥ । ଏହି ରଥ ସୂର୍ଯ୍ୟ ମନ୍ଦିର ଦେଇ ଚନ୍ଦ୍ରଭ।ଗ।ରେ ପହଞ୍ଚିଛି । ପରମ୍ପରା ଅନୁଯାଇ ଏହି ରଥ ୨୭ଦିନ ଧରି ମ।ଘ ସପ୍ତମୀ ପର୍ଯ୍ୟନ୍ତ ସେଠ।ରେ ରହିବ । ଏଥି ପାଇଁ ଶ।ମ୍ବ ଦଶମୀ ଅବସରରେ କୋଣ।ର୍କ ସୂର୍ଯ୍ୟମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥ। କର।ଯ।ଇଛି । କରୋନ। କଟକଣ। ପ।ଇଁ ଚନ୍ଦ୍ରଭ।ଗ। ର।ମଚଣ୍ଡିରେ ଜିଲ୍ଲ। ପ୍ରଶ।ସନ ପକ୍ଷରୁ ୧୪୪ ଧ।ର। ଲ।ଗୁ କର।ଯ।ଇଛି ।
Read More...
ଓଡ଼ିଶା 

ରଥଯାତ୍ରା, ଜଗନ୍ନାଥ ଦର୍ଶନ ଓ ଦର୍ଶନୀ ବନ୍ତ

ରଥଯାତ୍ରା, ଜଗନ୍ନାଥ ଦର୍ଶନ ଓ ଦର୍ଶନୀ ବନ୍ତ ରିପୋର୍ଟ : ଜ୍ଞାନ ରଞ୍ଜନ ବିଶ୍ୱାଳ ପୁରୀ: ଜୁଲାଇ ୨୧: ପୁରୀ ଜିଲ୍ଲାର ଅର୍କକ୍ଷେତ୍ର କୋଣାର୍କ ନିକଟ ରେ ଗୋଧନପଡ଼ା ନାଁ ରେ ଗୋଟିଏ ଗାଁ ଅଛି I   ଏହି ଗାଁ ରେ  ଗୋଟିଏ   ବିଶାଳ ସୁଦୀର୍ଘ ବାଲିବନ୍ତ ରହିଛି। ଏହା ଦର୍ଶନୀ ବନ୍ତ ଭାବେ ପ୍ରସିଦ୍ଧ। ଏହି ଦର୍ଶନୀ ବନ୍ତ ଏକ ଐତିହାସିକ ସ୍ଥାନ ଅଟେ। ଏହାର ନାମ କରଣ ଏକ ନିର୍ଦ୍ଧିଷ୍ଟ କାରଣରୁ ହେଇଛି ବୋଲି କୁହାଯାଏ I ଐତିହାସିକ ଓ ଗବେଷକ ତଥା […]
Read More...

Advertisement