konark-iconic-destination
ଓଡ଼ିଶା 

କୋଣାର୍କ ହେବ ଆଇକନିକ୍ ଡେଷ୍ଟିନେସନ୍

କୋଣାର୍କ ହେବ ଆଇକନିକ୍ ଡେଷ୍ଟିନେସନ୍ କୋଣାର୍କ: ମାର୍ଚ୍ଚ ୨୬: ଦେଶରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବ କୋଣାର୍କ । କୋଣାର୍କକୁ ଆଇକନିକ୍ ଡେଷ୍ଟିନେସନରେ ପରିଣତ କରାଯିବା ନେଇ ଚାଲିଛି ପ୍ରୟାସ ।ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି କାମ କରାଯିବ ବୋଲି ସେ କହିଛନ୍ତି । ଏହା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ […]
Read More...

Advertisement