KODIHALI CHANDRA SEKHAR
ରାଜନୀତି  ଦେଶ- ବିଦେଶ 

ଚାଷୀନେତା ଟିକାୟତଙ୍କ ଉପରକୁ କାଳିମାଡ଼

ଚାଷୀନେତା ଟିକାୟତଙ୍କ ଉପରକୁ କାଳିମାଡ଼ ବେଙ୍ଗାଲୁରୁ: ମଇ ୩୦: ଚାଷୀ ନେତା ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ଼ । ଟିକାୟତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିବା ବେଳେ ତାଙ୍କୁ ଏଭଳି ଅସଦାଚରଣ କରାଯାଇଛି । ଏହି ଦୁବୃତ୍ତମାନେ ସ୍ଥାନୀୟ ଚାଷୀ ନେତା କୋଡିହାଲି ଚନ୍ଦ୍ରଶେଖରଙ୍କ ସମର୍ଥକ ବୋଲି ଜଣାପଡ଼ିଛି । ପୂର୍ବରୁ ଚନ୍ଦ୍ରଶେଖର ଏକ ସାମ୍ବାଦିକ ସମ୍ମଳିନୀ କରିଥିଲେ । ସେଥିରେ ତାଙ୍କ ଉପରେ ମିଥ୍ୟା ଆରୋପ ଲାଗିବା କଥା ଅଭିଯୋଗ ଆଣିଥିଲେ । ତାଙ୍କ ନାମରେ ବସ ଷ୍ଟ୍ରାଇକ୍‌ […]
Read More...

Advertisement