killing 13
ବିଶ୍ବ  ଅପରାଧ 

ମିଆଁମାର : ସ୍କୁଲ ଉପରେ ଗୁଳି ବର୍ଷଣ ୭ ଛାତ୍ରଛାତ୍ରୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ

ମିଆଁମାର : ସ୍କୁଲ ଉପରେ ଗୁଳି ବର୍ଷଣ ୭ ଛାତ୍ରଛାତ୍ରୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ମିଆଁମାର : ମିଆଁମାରର ଏକ ସ୍କୁଲରେ ସେନାବାହିନୀ ପକ୍ଷରୁ ଏୟାର ଆଟାକ କରାଯାଇଛି । ସ୍କୁଲରେ ପାଠ ପଢା ଚାଲିଥିବା ବେଳେ ସେନା ହେଲିକପ୍ଟର ଏହି ବିସ୍ଫୋରଣ କରିଛି । ଫଳରେ ୭ ଜଣ ସ୍କୁଲ ପିଲାଙ୍କ ସହିତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଏହା ସହିତ ୨୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ମିଆଁମାରର କେନ୍ଦ୍ରୀୟ ସାଗେଙ୍ଗ ଅଞ୍ଚଳରେ ଥିବା ଏକ ସ୍କୁଲରେ ସେନା ଆକ୍ରମଣ କରିଛି । ଶୁକ୍ରବାର […]
Read More...

Advertisement