Kidnapping of minors for sacrifice 3 arrested
ଜିଲ୍ଲା 

ବଳି ପାଇଁ ନାବାଳକକୁ ଅପହରଣ,କୌଶଳ କ୍ରମେ ଖସି ଆସିଲା, ୩ ଗିରଫ

ବଳି ପାଇଁ ନାବାଳକକୁ ଅପହରଣ,କୌଶଳ କ୍ରମେ ଖସି ଆସିଲା, ୩ ଗିରଫ ଦେବଗଡ଼: ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମରେ ବଳି ଦେବାପାଇଁ ଜଣେ ୬ ବର୍ଷର ନାବାଳକକୁ ଅପହରଣ କରିଥିବା ଅଭଯୋଗ ହୋଇଛି। ନାବାଳକ ଜଣକ କେଶଳ କ୍ରମେ ଖସି ଆସିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ, ସେହି ଗାଁର ନିରଞ୍ଜନ ବେହେରା, ତାଙ୍କ ସ୍ତ୍ରୀ ବନିତା ବେହେରା ଓ ପୂଜକ ତ୍ରିନାଥ ବେହେରା । ଘଟଣାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଲାଗିରହିଛି । ସୂଚନା […]
Read More...

Advertisement