Kiara Advani
ମନୋରଞ୍ଜନ 

ଡିଆଇଡି ଲିଟଲ ମାଷ୍ଟର ଟାଇଟେଲ୍‌ ଜିତିଲେ ନୋବୋଜିତ୍‌

ଡିଆଇଡି ଲିଟଲ ମାଷ୍ଟର ଟାଇଟେଲ୍‌ ଜିତିଲେ ନୋବୋଜିତ୍‌ ମୁମ୍ୱାଇ: ଜୁନ ୨୭: ସରିଯାଇଛି ଜି-ଟିଭିର ଡାନ୍ସ ରିଆଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍‌ ମାଷ୍ଟର୍ସ ସିଜିନ୍‌ ୫ । ଏଥିରେ ବାଜି ମାରିଛନ୍ତି ୯ ବର୍ଷୀୟ ନୋବୋଜିତ ନାରଜାରୀ । ଅଳ୍ପ ବୟସରେ, ନୋବୋଜିତ କେବଳ ଟାଇଟଲ ଜିତିନଥିଲେ ବରଂ ସମସ୍ତ ବିଚାରପତିଙ୍କ ହୃଦୟ ମଧ୍ୟ ଜିତିଛନ୍ତି । ପ୍ରତ୍ୟେକ ପ୍ରଦର୍ଶନ ସହିତ, ନୋବଜିତ ନାରଜାରୀ ଆଗକୁ ଯାଇ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଡିଆଇଡି ଲିଟିଲ୍‌ ମାଷ୍ଟର୍ସ […]
Read More...
ମନୋରଞ୍ଜନ 

କାର୍ତ୍ତିକଙ୍କୁ ମିଳିଲା ମହଙ୍ଗା ଉପହାର

କାର୍ତ୍ତିକଙ୍କୁ ମିଳିଲା ମହଙ୍ଗା ଉପହାର ମୁମ୍ବାଇ: ଜୁନ ୨୫: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍‌ ଭୁଲେୟାଁ-୨ ଗତ ମାସରେ ରିଲିଜ୍‌ ହୋଇଥିଲା । ତେବେ ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳ ହେଇନଥିଲେ ବି କିଛିକାଂଶରେ ଭଲ ପ୍ରଦର୍ଶନ କରିଛି । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍‌, କିଆରା ଆଡଭାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଛନ୍ତି । ଏପର୍ଯ୍ୟନ୍ତ ପିଲ୍ମଟି ୧୮୦ କୋଟିରୁ ଅଧିକ ରୋଜଗାର କରିଛି । କି;ୁ କାର୍ତ୍ତିକ […]
Read More...
ମନୋରଞ୍ଜନ 

ଆସୁଛି କବୀର ସିଂର ସିକେ ୍ୱଲ

ଆସୁଛି କବୀର ସିଂର  ସିକେ ୍ୱଲ ନୂଆଦିଲ୍ଲୀ: ମଇ ୨୮: ସାହିଦ କପୁରଙ୍କ ଫିଲ୍ମ କବୀର ସିଂ ତାଙ୍କ ବ୍ୟାରିଅରର ମାଇଲଖୁଣ୍ଟ । ଯାହା ବକ୍ସ ଅପିସରେ ୨୫୦ କୋଟିର କ୍ଲବରେ ସାମିଲ୍‌ ହୋଇଥିଲା । ରିଲିଜ୍‌ ହେବା ମାତ୍ରେ କବୀର ସିଂଦ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା । ଏହା ଦକ୍ଷିଣର ଚଳଚ୍ଚିତ୍ର ଅର୍ଜୁନ ରେzୀର ଅଫିସିଆଲ୍‌ ରିମେକ୍‌ ଥିଲା । ତେବେ ଏହାକୁ ନେଇ ବର୍ତ୍ତମାନ ଭୂଷଣ କୁମାର କବୀର ସିଂର ସିକେ ୍ୱଲ ବିଷୟରେ କଥା ହୋଇଛନ୍ତି । ରିପୋର୍ଟ […]
Read More...
ମନୋରଞ୍ଜନ 

ପୁଣି ଫିଲ୍ମ ‘ଭୁଲ୍‌ ଭୁଲୈୟା ୨’ର ସୁଟିଂ ଆରମ୍ଭ

ପୁଣି ଫିଲ୍ମ ‘ଭୁଲ୍‌ ଭୁଲୈୟା ୨’ର ସୁଟିଂ ଆରମ୍ଭ ଦିଲ୍ଲୀ: ଅଗଷ୍ଟ ୨୩: କରୋନାର ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ଥିବା ‘ଭୁଲ୍‌ ଭୁଲୈୟା ୨’ର ସୁଟିଂ ଆରମ୍ଭ ହୋଇଛି । ‘ଭୁଲ୍‌ ଭୁଲୈୟା ୨’ରେ ଅଭିନୟ କରୁଥିବା ଅଭିନେତା କାର୍ତ୍ତୀକ ଆୟାନ୍‌ ତାଙ୍କର ସୁଟିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏନେଇ ସେ ତାଙ୍କ ପ୍ରଶଂସକଙ୍କୁ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଏକ ଫଟୋ ସେୟର କରି ସୂଚନା ଦେଇଛନ୍ତି । ଫଟୋରେ ତାଙ୍କ ସହିତ ଅଭିନେତ୍ରୀ ତବୁ ରହିଛନ୍ତି । ଫଟୋଟି ଅଭିନେତା ସେୟାର୍‌ କରିବାର ୨୪ […]
Read More...
ମନୋରଞ୍ଜନ 

ମାନସିକ ଶିଶୁ ରୋଗ ବିଶେଷଜ୍ଞ ହେବାକୁ ଚାହୁଁଥିଲେ କିଆରା

ମାନସିକ ଶିଶୁ ରୋଗ ବିଶେଷଜ୍ଞ ହେବାକୁ ଚାହୁଁଥିଲେ କିଆରା ଦିଲ୍ଲୀ, ଅଗଷ୍ଟ ୧୪: ଫିଲ୍ମ ‘କବୀର ସିଂହ’ ଏବଂ ‘ଗୁଡ୍‌ ନୁ୍ୟଜ’ରେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନକୁ ଜିଣିଥିବା ଅଭିନେତ୍ରୀ କିଆରା ଆଡଭାନୀ ଜଣେ କଳାକାର ହୋଇନଥିଲେ ମାନସିକ ଶିଶୁ ରୋଗ ବିଶେଷଜ୍ଞ ହୋଇଥାନ୍ତେ ବୋଲି କହିଛନ୍ତି । ସେ ପିଲାମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ପରିକି ସେ ପିଲାମାନଙ୍କ ମାନସିକ ଶୀଘ୍ର ପଢ଼ି ପାରନ୍ତି । ନିକଟରେ ହୋଇଥିବା ଫିଲ୍ମ ‘ସେରଶାହା’ ଇଭେଣ୍ଟରେ ସେ ଏହା ପ୍ରକାଶ କରିଛନ୍ତି । ଏହାସହ […]
Read More...

Advertisement