Khurda Crime
ଓଡ଼ିଶା 

ଖୋର୍ଦ୍ଧା ପୁଲିସର ବଡ ସଫଳତା; ୩କୋଟିର ବ୍ରାଉନସୁଗାର, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ପୁଲିସର ବଡ ସଫଳତା; ୩କୋଟିର ବ୍ରାଉନସୁଗାର, ଅଭିଯୁକ୍ତ ଗିରଫ ଖୋର୍ଦ୍ଧା : ଜୁଲାଇ ୯: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗ୍ରାମରେ ଘଟିଥିବା ଲାଲା ପ୍ରଧାନ ହତ୍ୟା ଘଟଣାରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ୍‌ ଆଜି ଅନ୍ୟଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନିୟ ଭାଲିଆବାଡି ଗ୍ରାମର ମନୋରଞ୍ଜନ ସାହୁ (୨୦) । ତା ନିକଟରୁ ଗୋଟିଏ ୟାମା ମୋଟରସାଇକେଲ ରେଜିଷ୍ଟ୍ରେସନ୍‌ ନଂ.ଓଡ଼ି-୩୩-ଜେଡ଼-୫୭୬୨, ୩ କି.ଗ୍ରା. ୬୦୨ ଗ୍ରାମ୍‌ ବ୍ରାଉନସୁଗାର ଯାହାର ଆନୁମାନିକ ମୁଲ୍ୟ ୩ କୋଟି ୫୦ ହଜାର ଟଙ୍କା, […]
Read More...

Advertisement