khalistani flag on himanchalpradesh assembly gate
ରାଜନୀତି  ଦେଶ- ବିଦେଶ 

ହିମାଞ୍ଚଳପ୍ରଦେଶ ବିଧାନସଭାର ଫାଟକରେ ଖଲିସ୍ତାନୀ ପତାକା

ହିମାଞ୍ଚଳପ୍ରଦେଶ ବିଧାନସଭାର ଫାଟକରେ ଖଲିସ୍ତାନୀ ପତାକା ହିମାଞ୍ଚଳପ୍ରଦେଶ: ମଇ ୦୯: ହିମାଞ୍ଚଳପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତାକା ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତାକା ।ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପତାକା ଗୁଡିକୁ ଖୋଲିବା ସହ ସ୍ଲୋଗାନ୍‌ ଲିଭାଇଛି । ତେବେ ଧର୍ମଶାଳା ସ୍ଥିତ ହିମାଞ୍ଚଳପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକରେ ମୋଟ ୬ଟି ଖଲିସ୍ତାନୀ ପତାକା ଲଗାଯାଇଥିଲା । ଏପରି ଘଟଣା ଭିଆଇଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ […]
Read More...

Advertisement