Khaira
ଓଡ଼ିଶା 

ଫୁଲ ଚାରାକୁ ନେଇ ସଙ୍ଘର୍ଷ ୬ଆହତ,୧୧କୋର୍ଟ ଚାଲାଣ

ଫୁଲ ଚାରାକୁ ନେଇ ସଙ୍ଘର୍ଷ  ୬ଆହତ,୧୧କୋର୍ଟ ଚାଲାଣ ଖଇରା: ଜୁଲାଇ ୫ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରି ଙ୍କ ଘରେ ଫୁଲଚାରା ଚୋରି ଘଟଣାକୁ ନେଇ ସଙ୍ଘର୍ଷ ଘଟିଛି l ଖଇରା ପୋଲିସ ପ୍ରାଥମିକ ତଦନ୍ତ ପରେ ଏକ ମାମଲା(୧୧୮/୨୦) ରୁଜୁ କରି ଶୁକ୍ରବାର ସନ୍ଧ୍ୟାରେ ୧୧ଜଣଙ୍କୁ ଖଇରା ଥାନାରେ ଅଟକ ରଖିଛି ା ୩ ଦିନ ତଳେ କର୍ମୀ ମଞ୍ଜୁଲତାଙ୍କର ଫୁଲ ଚାରା ଚୋରୀ ହୋଇଝିବା ବେଳେ ସେ ସନ୍ଦେହରେ ପଡୋଶୀ ଭାସ୍କର ସାହୁ […]
Read More...

Advertisement