keshura news
ଜିଲ୍ଲା 

ଗାଁ ଭିତରେ ବୁଲିଛି ଜଙ୍ଗଲି ଭାଲୁ

ଗାଁ ଭିତରେ ବୁଲିଛି ଜଙ୍ଗଲି ଭାଲୁ କୋକସରା: ନଭେମ୍ବର ୦୩: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁ ବସ୍ତି ଭିତରେ ଏକ ଜଙ୍ଗଲି ଭାଲୁ ବୁଲୁଛି । ଏହି ଖବର ଚାରିଆଡ଼େ ବ୍ୟାପିବା ପରେ ସ୍ଥାନୀୟ ଲୋକ ଆତଙ୍କିତ ହେବା ସହିତ ଘରୁ ବାହାରିବାକୁ ଡ଼ରୁଛନ୍ତି । ସୂଚନା ଅନୁସାରେ, ସୋମବାର ରାତିରେ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ଭାଲୁ ଟି ରାତି ପ୍ରାୟ ସାଢ଼େ ୯ ଟା ବେଳେ ଗାଁନିକଟରେ ଥିବା ପୋଖରୀ ହୁଡା ଦେଇ ବସ୍ତି […]
Read More...

Advertisement