kerala-congress-screens-bbc-documentary
ରାଜନୀତି  ଦେଶ- ବିଦେଶ 

ବାରଣ ସତ୍ତ୍ୱେ ବିବିସି ଡକ୍ୟୁମେଣ୍ଟାରୀକୁ ବେଳାଭୂମିରେ ପ୍ରଦର୍ଶନ କରିବ କଂଗ୍ରେସ

ବାରଣ ସତ୍ତ୍ୱେ ବିବିସି ଡକ୍ୟୁମେଣ୍ଟାରୀକୁ ବେଳାଭୂମିରେ ପ୍ରଦର୍ଶନ କରିବ କଂଗ୍ରେସ ନୂଆଦିଲ୍ଲୀ : କେନ୍ଦ୍ରର ନିଷେଧାଜ୍ଞା ସତ୍ତ୍ବେ କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ଗୁରୁବାର ବିବିସି ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀ – “‘ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚନ୍‌’ ” କେରଳ ର ରାଜଧାନୀ ତିରୁବନନ୍ତପୁରମ୍‌ ଅନ୍ତର୍ଗତ ଶଙ୍ଘୁମୁଘାମ୍‌ ବେଳାଭୂମିରେ ସ୍କ୍ରିନ କରିଛି । ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ସିନେମାଟି ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ତିଆରି ହୋଇଛି I ଘଟି ଯାଇଥିବା ଦଙ୍ଗା ଓ ତା’ପରବର୍ତ୍ତୀ ସ୍ଥିତି ପାଇଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଦାୟୀ କରାଯାଇଛି I […]
Read More...

Advertisement