Kedarnath Temple
ଦେଶ- ବିଦେଶ 

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ: ନଭେମ୍ବର ୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ମନ୍ଦିର ଦର୍ଶନ ନିମନ୍ତେ ଗ୍ରସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ ମହାଦେବଙ୍କର ରୂଦ୍ରାଭିଷେକ କରିଛନ୍ତି । କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୁନଃନିର୍ମିତ ସମାଧି ପରିସରରେ ଆଦିଗୁରୁଙ୍କର ୧୨ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ସାଧାରଣ ଜନତାଙ୍କୁ ସମ୍ବର୍ଦ୍ଧିତ କରି ସେ କହିଛନ୍ତି, ଦିନ ଥିଲା ଯେତେବେଳେ ଅଧ୍ୟାତ୍ମିକତା ଏବଂ ଧର୍ମ ଗୋଟିଏ ନିର୍ଦ୍ଧିଷ୍ଟ ଶ୍ରେଣୀ ସହ ସମ୍ପୃକ୍ତ ବୋଲି ମନେ କରାଯାଉଥିଲା […]
Read More...

Advertisement