kedarnath open for devotiees
ଦେଶ- ବିଦେଶ 

ଖୋଲିଲା କେଦାରନାଥ ପିଠ

ଖୋଲିଲା କେଦାରନାଥ ପିଠ ଉତ୍ତରାଖଣ୍ଡ: ମଇ ୦୯: ଦେବଭୂମି କୁହାଯାଉଥିବା ଉତ୍ତରାଖଣ୍ଡରେ ଅନେକ ତୀର୍ଥସ୍ଥଳୀ ରହିଛି । ସେଥିମଧ୍ୟରୁ କିଛି ମନ୍ଦିର ବର୍ଷର ଅଧା ଦିନ ବନ୍ଦ ରହେ । ଏହାର କାରଣ ହେଉଛି ପ୍ରବଳ ତୁଷାରପାତ । ଉତ୍ତରାଖଣ୍ଡର ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଆଦି ନଭେମ୍ବର ମାସରୁ ମେ ମାସ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥାଏ । ତେବେ ବଦ୍ରିନାଥ ଦର୍ଶନ ଲାଗି ମନ୍ଦିରର ଦ୍ୱାର ଖୋଲିଛି । ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ […]
Read More...

Advertisement