kasmir
ଦେଶ- ବିଦେଶ 

କାଶ୍ମୀର ମୁସଲମାନଙ୍କ ଲାଗି ସ୍‌୍ୱର ଉଠାଇବ ତାଲିବାନ

କାଶ୍ମୀର ମୁସଲମାନଙ୍କ ଲାଗି ସ୍‌୍ୱର ଉଠାଇବ ତାଲିବାନ ନୂଆଦିଲ୍ଲୀ: ସେପ୍‌ଟେମ୍ବର ୩: ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ କାଶ୍ମୀରକୁ ନେଇ ବଡ଼ ଚେତାବନୀ ଦେଇଛି । ତାଲିବାନ ମୁଖପାତ୍ର ସୁହୈଲ ଶାହିନ କହିଛନ୍ତି, କାଶ୍ମୀରର ମୁସଲମାନଙ୍କ ଲାଗି ସ୍‌୍ୱର ଉଠାଇବା ଆମ ଅଧିକାର ରହିଛି । ତାଲିବାନକୁ ବ୍ୟବହାର କରି କାଶ୍ମୀରରେ ମୁସଲମାନଙ୍କୁ ଉସୁକାଇବାକୁ ତାଲିବାନ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ୁଛି । ସୁହୈଲ କହିଛନ୍ତି, ମୁସଲମାନ ଭାବେ ଭାରତର କାଶ୍ମୀର ହେଉ ଅବା କୌଣସି ଦେଶରେ ମୁସଲମାନଙ୍କ ଲାଗି ସ୍‌୍ୱର ଉଠାଇବା ତାଲିବାନର ଅଧିକାର […]
Read More...

Advertisement