kashmir files
ମନୋରଞ୍ଜନ 

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଲେ ସାଇ ପଲ୍ଲଭୀ

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଲେ ସାଇ ପଲ୍ଲଭୀ ମୁମ୍ବାଇ: ଜୁନ ୧୮: ବିବାଦ ଘେରରେ ଫସିଲେ ପ୍ରସିଦ୍ଧ ସାଉଥ୍‌ ଅଭିନେତ୍ରୀ ସାଇ ପଲ୍ଲଭୀ । କାଶ୍ମୀର ପଣ୍ଡିତଙ୍କ ବିଷୟରେ ବିବାଦୀୟ ବିବୃତ୍ତି ହେତୁ ସେ ଏବେ ଚଚ୍ଚାରେ । ତାଙ୍କ ବିବୃତ୍ତିକୁ ନେଇ ଦେଶରେ ପୁଣିଥରେ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେ ତାଙ୍କ ବିବୃତ୍ତିରେ କାଶ୍ମୀର ପଣ୍ଡିତଙ୍କ ପଳାୟନକୁ ଗୋରକ୍ଷତା ସହିତ ତୁଳନା କରିଛନ୍ତି, ଯେଉଁ କାରଣରୁ ନୁପୁର ଶର୍ମାଙ୍କ ପରେ ଏବେ ସାଇ ପଲ୍ଲଭୀଙ୍କ ପାଇଁ ଉତ୍ତେଜନାମୂଳକ […]
Read More...
ଦେଶ- ବିଦେଶ 

ବିବେକ୍‌ ଓ ଥରୁରଙ୍କ ମଧ୍ୟରେ ଘମାଘୋଟ୍‌ ଟ୍ୱିଟ୍‌ ୱାର

ବିବେକ୍‌ ଓ ଥରୁରଙ୍କ ମଧ୍ୟରେ ଘମାଘୋଟ୍‌ ଟ୍ୱିଟ୍‌ ୱାର ସିଙ୍ଗାପୁର: ମଇ ୧୨: କାଶ୍ମୀର ଫାଇଲ୍ସକୁ ନେଇ ପୁଣି ବଢିଲା ବିବାଦ । କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଓ ଫିଲ୍ମ ନିର୍ଦ୍ଦେଶକ ଆଗ୍ନିହୋତ୍ରୀଙ୍କ ମଧ୍ୟରେ ଜୋର ଘରିଲା ଟ୍ୱିଟର୍‌ ୱାର୍‌ । ଶଶି ଥରୁର କହିଛନ୍ତି ଯେ, ତାଙ୍କ ଦିବଙ୍ଗତ ପତ୍ନୀ ସୁନନ୍ଦା ପୁଷ୍କରଙ୍କୁ ଏଥିରେ ଯୋଡ଼ିବା ଅନାବଶ୍ୟକ । ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍‌ କରାଯାଇଛି । […]
Read More...
ମନୋରଞ୍ଜନ 

ଆସୁଛି ଅଗ୍ନିହୋତ୍ରୀଙ୍କ ଦିଲ୍ଲୀ ଫାଇଲସ୍‌

ଆସୁଛି ଅଗ୍ନିହୋତ୍ରୀଙ୍କ ଦିଲ୍ଲୀ ଫାଇଲସ୍‌ ନୂଆଦିଲ୍ଳୀ: ଅପ୍ରେଲ୧୬: ଦ କଶ୍ମୀର ଫାଇଲ୍ସର ଦମଦାର ସଫଳତା ପରେ ଏବେ ଆସିବ ଆଉ ଏକ ହିଟ୍‌ । କାଶ୍ମୀର ଫାଇଲ୍ସର ରିଲିଜ୍ ସିନେମାଘରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଫିଲ୍ମରେ ଅନେକ ଇମୋସନାଲ ଏବଂ ଦମଦାର ବାସ୍ତବିକ କାହାଣୀ ଦର୍ଶକଙ୍କ ମନକୁ ମୋହିଥିଲା। ତେବେ କାଶ୍ମୀର ଫାଇଲସ୍ ବକ୍ସ ଅଫିସ୍ରେ ଧମାଲ୍ କରିବା ପରେ ଏବେ ବିବେକ ଅଗ୍ନିହୋତ୍ରୀ କରିଛନ୍ତି ବଡ଼ ଘୋଷଣା। କଶ୍ମୀର ଫାଇଲସ୍ ପରେ ଦିଲ୍ଲୀ ଫାଇଲ୍ସ୍ ନିର୍ମାଣ କରିବେ ବିବେକ୍ । ବର୍ତ୍ତମାନ […]
Read More...
ମନୋରଞ୍ଜନ 

ବ୍ୟାନ୍‌ ହଟିଲା: ଏବେ ୟୁଏଇରେ ବି ଧମାଲ କରିବ କାଶ୍ମୀର ଫାଇଲ୍ସ

ବ୍ୟାନ୍‌ ହଟିଲା: ଏବେ ୟୁଏଇରେ ବି ଧମାଲ କରିବ କାଶ୍ମୀର ଫାଇଲ୍ସ ନୂଆଦିଲ୍ଲୀ: ମାର୍ଚ୍ଚ ୩୧: ୟୁଏଇରେ ରିଲିଜ୍ ହେବ ଫିଲ୍ମ ଦି କାଶ୍ମୀର ଫାଇଲ୍। ଫିଲ୍ମରେ କୌଣସି ସିନ ନ କାଟି ଏହାକୁ ଏପ୍ରିଲ ୭ ତାରିଖରେ ରିଲିଜ୍ କରାଯିବ। ଦୁବାଇରେ ୧୫ ବର୍ଷରୁ ଅଧିକ ବୟସର ପିଲା ଏହି ଫିଲ୍ମ ଦେଖିପାରିବେ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ।ୟୁଏଇ ସେନସର ବୋର୍ଡ ପକ୍ଷରୁ ଫିଲ୍ମକୁ କ୍ଲିୟରାନ୍ସ ଦିଆଯାଇଛି ବୋଲି ବିବେକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବିବେକ୍ଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି […]
Read More...

Advertisement