Karnataka
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଏକ କୋଟି ଶିବଲିଙ୍ଗ ବିଶିଷ୍ଠ ମନ୍ଦିର
Published On
By Samaya Live
ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ଅଛି। ସବୁ ମନ୍ଦିରରେ ସେଠାକାର ଆରାଧ୍ୟ ଦେବତା ରହିଛନ୍ତି। ତେବେ ପ୍ରତ୍ୟେକ ଧର୍ମାବଲମ୍ବି ମାନଙ୍କ ଠାରୁ ବିଶେଷତଃ ଶୈବ ଧର୍ମାବଲମ୍ବିଙ୍କ ସଂଖ୍ୟା ଅଧିକ ଦେଖାଯାଇଥାନ୍ତି।ତେବେ ବିଶ୍ୱରେ ଅନେକ ଶିବ ମନ୍ଦିର ରହିଛି। ଆପଣ ମଧ୍ୟ ଭଗବ।ନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠ।ରେ ଏମିତି ଏକ ମନ୍ଦିର ସମ୍ପର୍କରେ କୁହ।ଯ।ଇଛି, ଯେଉଁଠି ୧ କୋଟି ଶିବଲିଙ୍ଗ ନିର୍ମ।ଣ କର।ଯ।ଇଛି। କର୍ଣ୍ଣ।ଟକରେ ଥିବ। ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବ। […]
ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ୪୫ ଜଣ ଓମିକ୍ରନରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । […]
ବାଙ୍ଗାଲୋର ବାଣ କାରଖାନାରେ ବିସ୍ପୋରଣ: ୨ ମୃତ
Published On
By Samaya Live
ବାଙ୍ଗାଲୋର: ସେପ୍ଟେମ୍ବର ୨୩: ଆଜି କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋର ଏକ ବାଣ କାରଖାନାରେ ବିସ୍ପୋରଣ ଘଟିଛି । ଏଥିରେ ୨ ଜଣଙ୍କର ମୃତୁ୍ୟ ହେବା ସହିତ ବହୁ ଲୋକ ଆହତ ହୋଇଛନ୍ତି । ବିସ୍ପୋରଣ ଏତେ ବଡ଼ ଥିଲା ଯେ, କାରଖାନା ଆଖପାଖରେ ଥିବା ଗାଡ଼ି ଉଡ଼ିଯାଇଥିଲା । ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଙ୍ଗାଲୋର ଡିସିପି(ଦକ୍ଷିଣ) ହରିସ ପାଣ୍ଡେଙ୍କ ସୂଚନା ଅନୁସାରେ, ଆଜି ସକାଳ ସମୟରେ ନୁ୍ୟ ଥାରାଗୁପେଟ୍ ଅଞ୍ଚଳରେ ଥିବା […]
ଗୁଜୁରାଟରେ ଭୂମିକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ୨୧: ଆଜି ଅପରାହ୍ନ ୧୨.୦୮ ସମୟରେ ଗୁଜୁରାଟର କଚ୍ଛ ଜିଲ୍ଲାରେ ଭୂମିକମ୍ପ ହୋଇଛି । ରିକଫର ସ୍କେଲ୍ ଅନୁସାରେ ୪.୧ ମାଗ୍ନିଚୁ୍ୟଡ୍ ପ୍ରଭାବ ରହିଥିଲା ବୋଲି ଗାନ୍ଧିନଗର ଇନ୍ଷ୍ଟିଚୁ୍ୟଟ ଅଫ୍ ସେସମୋଲୋଜି ରିସର୍ଚ୍ଚ (ଆଇଏସ୍ଆର୍) କହିଛି । ତେବେ ସେଠାରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ, କଚ୍ଛ ସ୍ଥିତ ପୂର୍ବ-ଦକ୍ଷିଣରେ ଥିବା ଢ଼ୋଲାବିରା ଅଞ୍ଚଳ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ । ଗୁଜରାଟର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଜିଏସ୍ଡିଏମ୍ଏ)ଙ୍କ ରିପୋର୍ଟ […]

