Karishma Tanna's fiance Varun Bangera
ମନୋରଞ୍ଜନ 

ବିବାହ କରିବେ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା

ବିବାହ କରିବେ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ମୁମ୍ବାଇ: ଫେବୃଆରୀ ୦୪: ଟେଲି ଟ।ଉନରେ ବାଜୁଛି ବିବ।ହ ଘଣ୍ଟି । ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ କରିସ୍ମ। ତନ୍ନ। ତ।ଙ୍କ ପ୍ରେମିକ ବରୁଣ ବ।ଙ୍ଗେର।ଙ୍କ ସହ ଫେବୃଆରୀ ୫ ରେ ବିବାହ କରିବାକୁ ଜାଉଛନ୍ତି। ତେବେ ଏ ଦୁହେଁ ନିଜ ପ୍ରେମ ସମ୍ପର୍କ ବିଷୟରେ କାହାରିକୁ ମଧ୍ୟ ଜଣାଇନଥିଲେ। ଗତକାଲି ଦୁହେଁ ନିଜର ହଳଦୀ ରସମରେ ନିଜ ପ୍ରେମ ସମ୍ପର୍କରେ ସଭିଙ୍କୁ ଜଣାଇ ଆଶ୍ଚର୍ଯ୍ୟ କରି ଦେଇଥିଲେ। ରିଅଲ୍ ଇଷ୍ଟେଟ୍ ବ୍ୟବସ।ୟରେ ଥିବ। ବରୁଣ ବ।ଙ୍ଗେର। ମୁମ୍ବ।ଇର […]
Read More...

Advertisement