kanpur crime
ଦେଶ- ବିଦେଶ 

ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ

ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ କାନପୁର : ଜୁଲାଇ ୧୦:ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହେଇଛି I ବିକାଶ ଦୁବେ କୁ ମଧ୍ୟପ୍ରଦେଶ ରୁ ଗତ କାଲି ଗିରଫ କରାଯାଇଥିଲା ଏବଂ କାନପୁର ଅଣାଯାଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ଏନକାଉଣ୍ଟର କରିଥିଲା । ସୂଚନା ଅନୁଯାୟୀ, ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଟି କାନପୁର ରେ ପହଂଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାର ସୁଯୋଗ ନେଇ ସେ […]
Read More...

Advertisement