kangana ranaut
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହିଜାବ ବିବାଦ: ଶବାନା-କଙ୍ଗନା ମୁହାଁମୁହିଁ
Published On
By Samaya Live
ମୁମ୍ବାଇ: ଫେବୃଆରୀ ୧୨: ବଲିଉଡ ଅଭିନେତ୍ରୀ ଶବାନା ଆଜମୀ କର୍ଣ୍ଣାଟକରେ ଚାଲିଥିବା ହିଜାବ ମାମଲା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଅଭିନେତା କଙ୍ଗନା ରାନାୱତଙ୍କୁ ଆହ୍ୱାନ କରିଛନ୍ତି। ଏହାପୂର୍ବରୁ ଶବାନାଙ୍କ ସ୍ୱାମୀ ଗୀତିକାର ଜାଭେଦ ଅଖତର ମଧ୍ୟ ନିଜର ମତ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ସେ କେବେ ବି ବୁର୍ଖା କିମ୍ବା ହିଜାବର ସପକ୍ଷରେ ନାହାଁନ୍ତି, କିନ୍ତୁ ସେ ବିରୋଧ ନାମରେ କୌଣସି ପ୍ରକାରର ହିଜାବକୁ ନିନ୍ଦା କରୁନାହାନ୍ତି। ଗୁରୁବାର ଦିନ ନିଜ ଇନଷ୍ଟାଗ୍ରାମକୁ […]
କଙ୍ଗନାଙ୍କ ଉପରେ ବୟାନ ଦେଇ ଫସିଲେ ବିଧାୟକ
Published On
By Samaya Live
ନୂଆଦିଲ୍ଲୀ: ଜାନୁଆରୀ ୧୫: ଜ।ମତ।ର। କଂଗ୍ରେସ ବିଧ।ୟକ ଡଃ ଇରଫ।ନ୍ ଅନସ।ରୀଙ୍କ ଅଜବ ବୟ।ନ ତାଙ୍କୁ ବିବ।ଦ ଘେରକୁ ଟାଣି ଆଣିଛି। ଏବେ ସେ ଅଭିନେତ୍ରୀ କଙ୍ଗନ। ର।ଣ।ୱତଙ୍କ ସମ୍ପର୍କରେ ଏକ ବିବ।ଦୀୟ ବିବୃତ୍ତି ଦେଇ ଅଡୁଆ ରେ ଫସିଛନ୍ତି । ସେ କହିଛନ୍ତି ଜ।ମତ।ର। ର।ସ୍ତ। କଙ୍ଗନ। ର।ଣ।ୱତଙ୍କ ଗ।ଲ ପରି ଚିକ୍କଣ ହେବ । ତେବେ ସେ ପୂର୍ବରୁ ମଧ୍ୟ ଏପରି ବୟାନ ଦେଇଛନ୍ତି। ସେ ମାସ୍କ ନ ପିନ୍ଧିବା ନେଇ ମଧ୍ୟ ଏକ […]
ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍ସର
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୦୨: ଦେଶ ବିରୋଧରେ ଏବଂ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ପରେ ବହୁ ଲୋକ ତାଙ୍କ ବିରୋଧ ହୋଇପଡ଼ିଛନ୍ତି । ଏହାକୁ ନଜରେ ରଖି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ କଙ୍ଗନାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟରେ ସେନ୍ସର କରିବାକୁ ଦାବି କରାଯାଇଛି । କଙ୍ଗନାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ଖୋଦ୍ ସୁପ୍ରିମ କୋର୍ଟର […]
କଙ୍ଗନା ପାଇବେ ସମ୍ମାନୀୟ ପଦ୍ମଶ୍ରୀ ପୁରସ୍କାର
Published On
By Samaya Live
ମୁମ୍ବାଇ: ନଭେମ୍ବର ୦୩: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୟର ନିପୂଣତା ପାଇଁ ନିକଟରେ ସେ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏବେ ସେ ସମ୍ମାନସ୍ପଦ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଖବର ମିଳିଛି । ବଲିଉଡର କୁଇନ୍ କଙ୍ଗନାଙ୍କ ସହ ଲୋକପ୍ରିୟ ଫିଲ୍ମ ନିର୍ମାତା ଏକତା କପୁର ଓ କରଣ ଜୋହର ମଧ୍ୟ ଏହି ସମ୍ମାନଜକ ପୁରସ୍କାର ପାଇବେ । ନିଜ ଫିଲïରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏମାନଙ୍କୁ ପୁରସ୍କୃତ କରାଯିବ । […]
ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲ୍କେ’ପୁରସ୍କାର, କଙ୍ଗନା, ମନୋଜ ଏବଂ ଧନୁଶଙ୍କୁ ଜାତୀୟ ପୁରସ୍କାର
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୨୫: ଆଜି ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜେତାଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି । ଏଥିରେ ସାଉଥ୍ର ସୁରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ଶ୍ରେଷ୍ଠ ସମ୍ମାନ ‘ଦାଦାସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ କରାଯାଇଛି । ହିନ୍ଦୀ ସିନେମା ବିଭାଗରେ ଏଥର ୨୦୧୯ରେ ରିଲିଜ ହୋଇଥିବା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ସର୍ବୋତ୍ତମ […]

