KANDOVAN VILLAGE
Feature 

ମୂଷା ଗାତରେ ମଣିଷ

ମୂଷା ଗାତରେ ମଣିଷ ଦିଲ୍ଲୀ: ଅଗଷ୍ଟ ୨୭: ଇରାନ୍‌ରେ ‘କନ୍ଦୋବନ’ ଗାଁରେ ରହିଛି ଏହି ଅଜବ ଗ୍ରାମ । ଯେଉଁଠି ଘରର ଡିଜାଇନ୍‌ ମୂଷା ଗାତ ପରି । ଅନେକ ବର୍ଷଧରି ଲୋକମାନେ ଏଠାରେ ଏଭଳି ଘରେ ରହୁଛନ୍ତି, ଯାହା ଦେଖିବାକୁ ଅବିକଳ ମୂଷା ଗାତଭଳି । ଏହି ଡିଜାଇନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ତେବେ ଏହି ଘର ଏକ ପରମ୍ପରାର ଅଂଶ । ଏହି ଘରଗୁଡିକ ଦେଖିବାକୁ ସିନା ଛୋଟ ହେଲେ ଏହା ରହିବାକୁ ଖୁବ୍‌ ଆରାମ ଦାୟକ […]
Read More...

Advertisement