kanda tribal
ଜିଲ୍ଲା 

ଦାପ୍ତା ସେବା ସଂସ୍ଥା ପକ୍ଷରୁ ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍‌ଘାଟିତ ହେଲା ଶିକ୍ଷାକେନ୍ଦ୍ର

ଦାପ୍ତା ସେବା ସଂସ୍ଥା ପକ୍ଷରୁ ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍‌ଘାଟିତ ହେଲା ଶିକ୍ଷାକେନ୍ଦ୍ର ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ବହୁଳ ଭାବେ ବସବାସ କରିଆସୁଥିବା କୁଟିଆ କନ୍ଧ ଓ ଝରନିଆ କନ୍ଧ ଯେଉଁମାନଙ୍କୁ କି ସଂପ୍ରତ୍ତି ପିଭିଟିଜି (ପାର୍ଟିକୁଲାର ଭେଲେରାବୁଲ୍‌ ଟ୍ରାଇବାଲ୍‌ ଗୃପ) ଭାବେ ଚିହ୍ନିତ କରାଯାଉଅଛି । ସେମାନଙ୍କ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା, ମାନସିକ ବିକାଶ ବ୍ୟବସ୍ଥା ପାଇଁ ଏହି ସଂସ୍ଥା ପକ୍ଷରୁ ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ୬ ଟି ଶିକ୍ଷା କେନ୍ଦ୍ର ବା ଲର୍ଣ୍ଣିଂ ସେଣ୍ଟର କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସେ୍ୱଚ୍ଛାସେବୀ ସଂଗଠନ ଦାପ୍ତା […]
Read More...

Advertisement