Kanchana 3
ମନୋରଞ୍ଜନ 

‘କଞ୍ଚନା -୩’ ଅଭିନେତ୍ରୀ ଆଲକଜେଣ୍ଡର୍‌ଙ୍କ ମୃତୁ୍ୟ

‘କଞ୍ଚନା -୩’ ଅଭିନେତ୍ରୀ ଆଲକଜେଣ୍ଡର୍‌ଙ୍କ ମୃତୁ୍ୟ ଦିଲ୍ଲୀ: ଅଗଷ୍ଟ ୨୪: ଋଷ ମଡେଲ ତଥା ଅଭିନେତ୍ରୀ ଆଲକଜେଣ୍ଡର୍‌ ଜାଭିଙ୍କ ପରଲୋକ ହୋଇଛି । ତାଙ୍କର ଶବ ସନ୍ଦିU ପରିସ୍ଥିତିରେ ଗୋଆର ଏକ ଆପର୍ଟମେଣ୍ଟରୁ ମିଳିଛି । ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରାଘବ ଲରେନ୍ସଙ୍କ ଫିଲ୍ମ କଞ୍ଚନା ୩ରେ ନଜର ଆସିଥିଲେ । ରିପୋର୍ଟ ଅନୁସାରେ ୨୪ ବର୍ଷୀୟା ଜାଭିଙ୍କ ମୃତଦେହ ଅଗଷ୍ଟ ୨୦ରେ ଗୋଆ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା । […]
Read More...

Advertisement