Kamaal Rashid Khan aka KRK gets arrested by Mumbai Police over his 2020 controversial tweets
ମନୋରଞ୍ଜନ  ଦେଶ- ବିଦେଶ 

ବିବାଦୀୟ ଟ୍ୱିଟ ପାଇଁ ଅଭିନେତା କମାଲ ଖାନ୍ ଗିରଫ

ବିବାଦୀୟ ଟ୍ୱିଟ ପାଇଁ ଅଭିନେତା କମାଲ ଖାନ୍ ଗିରଫ ମୁମ୍ବାଇ : ବଲିଉଡ ଅଭିନେତା,ନିର୍ମାତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ (KRK) ଗିରଫ । ୨୦୨୦ ମସିହାରେ ତାଙ୍କର ଏକ ବିବାଦୀୟ ପାଇଁ ମୁମ୍ବାଇ ର ମଲାଡ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ କମଲ ରସିଦ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଓଲ୍ହାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ବୋରିଭାଲୀ କୋର୍ଟ ତାଙ୍କୁ ୧୪ ଦିନ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେଉଁ ବିବାଦୀୟ ଟ୍ୱିଟ୍ କୁ ନେଇ […]
Read More...

Advertisement