Kalinga Stadium
ଖେଳ  ବିଶ୍ବ 

ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ

ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ ଭୁବନେଶ୍ୱର: ମାର୍ଚ୍ଚ ୨୯: ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ତେବେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଏଥିରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାରେ ୭୫୮ ଜଣ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ମୋଟ ୧୨୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ୨୦୦ ଅଫିସିଆଲ୍ ଓ ୧୫୦ ଜଣ ସ୍ୱେଚ୍ଛାସେବୀ […]
Read More...
ଖେଳ  ଦେଶ- ବିଦେଶ 

ଖୋଲିବ କ୍ରୀଡା କମ୍ପ୍ଲେକ୍ସ: ଦର୍ଶକଙ୍କ ପ୍ରବେଶ ମନା

ଖୋଲିବ କ୍ରୀଡା କମ୍ପ୍ଲେକ୍ସ: ଦର୍ଶକଙ୍କ ପ୍ରବେଶ ମନା By Shakti Prakash Nanda ନୂଆଦିଲ୍ଲୀ : May 17: ସୋମବାରଠୁ ସାରାଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବାକୁଯାଉଛି । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ୍‌ ଅନୁଯାୟୀ ଷ୍ଟାଡିୟମ୍‌ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଗୁଡିକୁ ଖୋଲିବା ପାଇଁ ଅନୁମତି ମିଳିଛି । ହେଲେ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଜାରି ରହିବ । ଗୃହ ମନ୍ତ୍ରଣାଳୟର ଗାଇଡ ଲାଇନ୍‌ ଅନୁଯାୟୀ କ୍ରୀଡା କ୍ଷେତ୍ରର କଟକଣାକୁ କୋହଳ କରାଯାଇଛି । ଆଗାମୀ ମେ’ ୩୧ ତାରିଖ […]
Read More...

Advertisement