kalasa sobha yatra
ଓଡ଼ିଶା 

ନାଗ ବଂଶୀୟ ବାଲିଯାତ୍ରାର କଳସ ଯାତ୍ରା ସମ୍ପନ୍ନ

ନାଗ ବଂଶୀୟ ବାଲିଯାତ୍ରାର କଳସ ଯାତ୍ରା ସମ୍ପନ୍ନ କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ନାଗପଡା ରେ ନାଗ ବଂଶୀୟ ଭାଇ ଭାଇଙ୍କ ଏକ ଜୁଟ ଫଳରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ନାଗ ବଂଶୀୟ ପିତୃପୁରୁଷ ଙ୍କ ପରମ୍ପରା ରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସମାପନ ପାଇଁ ମଙ୍ଗଳବାର ଶୁଭ ଖମ୍ବ ଓ କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ନାଗ […]
Read More...

Advertisement