kabul news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ
Published On
By Samaya Live
କାବୁଲ: ସେପ୍ଟେମ୍ବର ୧୭: ଆଫଗାନିସ୍ଥାନରେ ସରକାର କରିବା ପରେ ତାଲିବାନ ନିଜ ମନମୁଖୀ ଶାସନ ଚଳାଇଛି । ମହିଳାଙ୍କ ମାମଲା ସକାଶେ ଗଠନ ହୋଇଥିବା ମନ୍ତ୍ରଳଣାୟରେ ମହିଳାମାନଙ୍କୁ ବ୍ୟାନ କରିଛି ତାଲିବାନ । ଏହାସହିତ ମହିଳାଙ୍କ ମନ୍ତ୍ରଳଣାୟରେ ପୁରୁଷ କାମ କରିବେ ବୋଲି ଘୋଷଣା କରାଯାଇଛି । ଯେଉଁ ସ୍ଥାନକୁ ପୁରୁଷମାନେ ଯିବାଆସିବା କରୁଥିବେ ସେହି ସ୍ଥାନମାନଙ୍କରେ ମହିଳାଙ୍କୁ ବ୍ୟାନ ମଧ୍ୟ କରାଯାଇଛି । ଏକ ଖବର ଅନୁସାରେ ଆଜି ଚାରି ଜଣ ମହିଳା କାବୁଲ ମନ୍ତ୍ରଣାଳୟକୁ […]
ଆଫଗାନିସ୍ଥାନରେ ସରକାର ଗଠନ ନେଇ ତାଲିବାନ ଦୁଇ ଭାଗ: ବରାଦରଙ୍କ ପତ୍ତା ମିଳୁନି
Published On
By Samaya Live
କାବୁଲ: ସେପ୍ଟେମ୍ବର ୧୫ : ଅଫଗାନିସ୍ଥାନରେ ସରକାର ଗଠନ ନହେଉଣୁ ତାଲିବାନ ମଧ୍ୟରେ ଦ୍ୱନ୍ଦ ଦେଖାଯାଇଛି । ଫଳରେ ଆଫଗାନିସ୍ଥାନରେ କିଏ ସରକାର ଗଠନ କରିବ ସେନେଇ ତାଲିବାନ ଦୁଇ ଦଳରେ ବିଭକ୍ତ ହୋଇଛି । ସେହି ଭାଗ ହେଉଛି- ମୁଲ୍ଲା ବରାଦର ଦଳ ଏବଂ ଖଲିଲ-ଉର୍-ରେହମାନ ହMାନୀ ଦଳ । ଏନେଇ ତାଲିବାନର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛି । ସୂଚନା ଅନୁସାରେ, ଗତ ସପ୍ତାହରେ କାବୁଲ ରାଷ୍ଟ୍ରପତି କାର୍ଯ୍ୟାଳୟରେ ଏକ କ୍ୟାବିନେଟ୍ […]
ଜର୍ମାନୀରେ ପିଜ୍ଜା ଡେଲିଭର କରୁଛନ୍ତି ଆଫଗାନର ପୂର୍ବତନ ଆଇଟି ମନ୍ତ୍ରୀ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨୫: ଆଫଗାନିସ୍ତାନରେ ତାଲିବାନର କùର ଶାସନରୁ ରକ୍ଷା ପାଇବା ପାଇଁ ସେଠାକାର ଜନସାଧାରଣଙ୍କ ସହିତ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଦେଶ ଛାଡ଼ିଛନ୍ତି । ଏହିପରିକି ଦେଶର ରାଷ୍ଟ୍ରପତି ଅସରଫ ଘାନି ଦେଶ ଛାଡ଼ି ଦେଇଥିବା ଖବର ଆସିଥିଲା । ଏହାରି ମଧ୍ୟରେ ଜର୍ମାନରୁ ଆଉ ଏକ ଚକିତ କରିଦେଲାଭଳି ଖବର ଆସିଛି । ଆଫଗାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ ଦେଶ ଛାଡ଼ି ଜର୍ମାନରେ ବସବାସ କରିବାରେ ଲାଗିଛନ୍ତି । ସେ […]

