Kabul airport
ବିଶ୍ବ 

ଅପହରଣ ପରେ ପରେ ତୁରନ୍ତ ଭାରତୀୟଙ୍କୁ ଛାଡ଼ିଲେ ତାଲିବାନ

ଅପହରଣ ପରେ ପରେ ତୁରନ୍ତ ଭାରତୀୟଙ୍କୁ ଛାଡ଼ିଲେ ତାଲିବାନ ଭୁବନେଶ୍ୱର: ଅଗଷ୍ଟ ୨୧: ତାଲିବାନମାନେ କାବୁଲକୁ କବ୍‌ଜା କରିବା ପରେ ଆଫଗାନ୍‌ ନାଗରିକ ଆତଙ୍କିତ ହୋଇପଡ଼ିିଛନ୍ତି । ତାଲିବାନର ଶାସନରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ନିଜ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଏହି ଅବସରରେ ତାଲିବାନ ହାମିଦ୍‌ କରଜଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ପ୍ରାୟ ୧୫୦ ଜଣ ଲୋକଙ୍କୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିବା ମଧ୍ୟ ଜଣାପଡ଼ିଛି । ତେବେ ତାଲିବାନମାନେ […]
Read More...

Advertisement